ନୂଆଦିଲ୍ଲୀରେ ନୂଆପଡ଼ା ନିର୍ବାଚନ ରଣନୀତି

ନୂଆପଡା ଉପ-ନିର୍ବାଚନ ଶାସକ ଦଳ ବିଜେପି ପାଇଁ ବହୁ ଗୁରୁତ୍ବ ବହନ କରୁଛି । ନୂଆପଡାରୁ ବିଜୟକୁ ଯେଭଳି କୌଣସି ପରିସ୍ଥିତିରେ ହାତଛଡା କରାନଯିବ ସେଥିଲାଗି ରଣନୀତି…

Read More