ଗାଜାରେ ଏୟାରଷ୍ଟ୍ରାଇକ ଆକ୍ରମଣରେ ୧୧୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି ସୂଚନା ଅନୁସାରେ, ପାଲେଷ୍ଟାନୀୟ ନାଗରିକମାନେ ଗୁରୁବାର ରାତିରେ ଦକ୍ଷିଣ ଗାଜାର ଖାନ ୟୁନୁସ ଓ ଜାବାଲିଆ ଠାରେ ଇସ୍ରାଏଲ ୧୩ ଥର ବୋମାମାଡ କରିଥିଲା l
ଏହି ଆକ୍ରମଣ ପରେ ଆମେରିକାର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଗାଜାର ଏପରି ପରିସ୍ଥିତିକୁ ନେଇ ଆମେରିକା ଚିନ୍ତିତ ।