ଓଡିଆ ଅସ୍ମିତା କାହାରି ଠିକାଦାରୀ ନୁହେଁ
ଭୁବନେଶ୍ବର: ବିଧାନସଭାରେ ବ୍ୟୟମଞ୍ଜୁରୀ ଆଲୋଚନାରେ ବିରୋଧୀ ସଦସ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଆ ଅସ୍ମିତା କାହାର ଠିକାଦାରୀ ନୁହେଁ। ଯଦି ଓଡ଼ିଆ ଅସ୍ମିତା କଥା କହୁଛନ୍ତି, ତାହେଲେ ମହାନଦୀ, ପୋଲାଭରମ, ବଂଶଧାରା, ସୁବର୍ଣ୍ଣରେଖା ଓ କୋଟିଆ ସମସ୍ୟାର ସମାଧାନ କରନ୍ତୁ । ୨୪ ବର୍ଷର କଥା କହି ବିଜେପି ସଦସ୍ୟ ଗାଈର ଆତ୍ମ କାହାଣୀ ନା ଲେଖି, ଆଗକୁ
୫-ଟି ନାଁରେ ସ୍କୁଲ ରୂପାନ୍ତରଣ ନାଟକ
ଭୁବନେଶ୍ବର, ତା ୧୦୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ୟୟ ମଞ୍ଜୁରୀ ବିଲ ଆଲୋଚନାରେ ଉତ୍ତର ରଖି ପୂର୍ବ ବିଜେଡି ସରକାରକୁ ବିଭିନ୍ନ ପ୍ରସଙ୍ଗରେ କଡା ସମାଲୋଚନା କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ୫-ଟି ଯୋଜନାକୁ ନେଇ କଟାକ୍ଷ କରିଛନ୍ତି । ଗତ ପ୍ରାୟ ତିନି ବର୍ଷରେ ୫-ଟି ନାଁରେ ଯେଉଁ ସ୍କୁଲ ରୂପାନ୍ତରଣ ନାଟକ ଚାଲିଲା ଆଉ
୨୦ ତାରିଖ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର
୨୦ ତାରିଖ ସୋମବାର ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏଥିପାଇଁ ଶନିବାର ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ସରିଛି। ଦ୍ବିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଆସନ ଏବଂ ଏହି ୫ଟି ସଂସଦୀୟ କ୍ଷେତ୍ର ଅଧୀନରେ ଥÒବା ୩୫ଟି ବିଧାନସଭା ଆସନରେ ସୋମବାର ମତଦାନ ହେବ। ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୬୫ ଜଣ ପ୍ରାର୍ଥୀ ରହିଛନ୍ତି।