ବାଲେଶ୍ବର-ଭଦ୍ରକରେ ଅତିପ୍ରବଳ ବର୍ଷା
ଦାନା ଦୁର୍ବଳ ହୋଇ ସୁଦୃଶ ଲଘୁଚାପ ରୂପ ନେଲା, ସପ୍ତାହକ ଉତ୍ତର ଓ ଦକ୍ଷିଣ ଉପକୂଳରେ ହାଲୁକା ବର୍ଷିବ ଭୁବନେଶ୍ବର, ତା ୨୬/୧୦ () ଭୀଷଣ ବାତ୍ୟା ‘ଦାନା’ ଦୁର୍ବଳ ହୋଇ ଶନିବାର ସୁଦୃଶ ଲଘୁଚାପରେ ପରିଣତ ହୋଇଛି । ଶନିବାର ରାତି ସୁଦ୍ଧା ଏହା ଲଘୁଚାପ ରୂପ ନେବ। ଏହା ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଉପରେ
ଓଡିଆ ଅସ୍ମିତା କାହାରି ଠିକାଦାରୀ ନୁହେଁ
ଭୁବନେଶ୍ବର: ବିଧାନସଭାରେ ବ୍ୟୟମଞ୍ଜୁରୀ ଆଲୋଚନାରେ ବିରୋଧୀ ସଦସ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଆ ଅସ୍ମିତା କାହାର ଠିକାଦାରୀ ନୁହେଁ। ଯଦି ଓଡ଼ିଆ ଅସ୍ମିତା କଥା କହୁଛନ୍ତି, ତାହେଲେ ମହାନଦୀ, ପୋଲାଭରମ, ବଂଶଧାରା, ସୁବର୍ଣ୍ଣରେଖା ଓ କୋଟିଆ ସମସ୍ୟାର ସମାଧାନ କରନ୍ତୁ । ୨୪ ବର୍ଷର କଥା କହି ବିଜେପି ସଦସ୍ୟ ଗାଈର ଆତ୍ମ କାହାଣୀ ନା ଲେଖି, ଆଗକୁ
୫-ଟି ନାଁରେ ସ୍କୁଲ ରୂପାନ୍ତରଣ ନାଟକ
ଭୁବନେଶ୍ବର, ତା ୧୦୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ୟୟ ମଞ୍ଜୁରୀ ବିଲ ଆଲୋଚନାରେ ଉତ୍ତର ରଖି ପୂର୍ବ ବିଜେଡି ସରକାରକୁ ବିଭିନ୍ନ ପ୍ରସଙ୍ଗରେ କଡା ସମାଲୋଚନା କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ୫-ଟି ଯୋଜନାକୁ ନେଇ କଟାକ୍ଷ କରିଛନ୍ତି । ଗତ ପ୍ରାୟ ତିନି ବର୍ଷରେ ୫-ଟି ନାଁରେ ଯେଉଁ ସ୍କୁଲ ରୂପାନ୍ତରଣ ନାଟକ ଚାଲିଲା ଆଉ
୨ ଲକ୍ଷ ୬୫ ହଜାର କୋଟିର ବ୍ୟୟ ମଞ୍ଜୁରୀ ବିଲ ଗୃହୀତ
ଭୁବନେଶ୍ବର, ତା ୧୦୯: ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ଗୃହୀତ ହୋଇଛି । ମଙ୍ଗଳବାର ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ୟୟ ମଞ୍ଜୁରୀ ବିଲ ଅନୁମୋଦନ ଲାଗି ଉପସ୍ଥାପନ କରିଥିଲେ । ବିଲ ଉପରେ ଗୃହରେ ଉଭୟ ବିରୋଧୀ ଓ ଶାସକ ସଦସ୍ୟଙ୍କର ଆଲୋଚନା
କେଉଁ ବିଭାଗ କେଉଁ ମନ୍ତ୍ରୀଙ୍କୁ ମିଳିଲା I ମୁଖ୍ୟମନ୍ତ୍ରୀଙ୍କ ପାଖରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ
ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରଥମ ବିଜେପି ସରକାର ଗଠନ ହେବାର ୩ ଦିନ ପରେ ଆଜି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ପାଖରେ ଗୃହ, ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି ।
୨୨ରେ ଲଘୁଚାପ ୨୪ରେ ଅବପାତ, ବଙ୍ଗୋପସାଗରରେ ବାତ୍ୟା ଲାଗି ପାଗ ଅନୁକୂଳ
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୨୨ ତାରିଖକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସତର୍କତା ଜାରି କରାଯାଇଛି। ବଙ୍ଗୋପ ସାଗରରେ ଏବେ ଗ୍ରୀଷ୍ମ କାଳୀନ ବାତ୍ୟା ଲାଗି ପାଗ ଅନୁକୂଳ ଥିବାବେଳେ ଏହି ସିଷ୍ଟମଟି ଅଧିକ ଘନିଭୂତ ହେବା ନେଇ ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମଡି) ପୂର୍ବାନୁମାନ କରିଥିବା ଆଞ୍ଚଳିକ
ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୧୨୬ ବିଧାୟକ ପ୍ରାର୍ଥୀ କୋଟିପତି, ସନାତନ ମହାକୁଡ଼ ସବୁଠୁ ଧନୀ, ୧୦୦ ଜଣଙ୍କ ନାମରେ ଆପରାଧିକ ମାମଲା
Bhubaneswar, ରାଜ୍ୟରେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। ମୋଟ ୩୮୩ ବିଧାୟକ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ୩୮୧ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୬ଜଣ (୩୩%) ହେଉଛନ୍ତି କୋଟିପତି। ତାଲିକାରେ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ଚମ୍ପୁଆ ଆସନରୁ ବିଜେଡି ଟିକଟରେ ଲଢୁଥିବା ସନାତନ ମହାକୁଡ଼।
୨୦ ତାରିଖ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର
୨୦ ତାରିଖ ସୋମବାର ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏଥିପାଇଁ ଶନିବାର ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ସରିଛି। ଦ୍ବିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଆସନ ଏବଂ ଏହି ୫ଟି ସଂସଦୀୟ କ୍ଷେତ୍ର ଅଧୀନରେ ଥÒବା ୩୫ଟି ବିଧାନସଭା ଆସନରେ ସୋମବାର ମତଦାନ ହେବ। ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୬୫ ଜଣ ପ୍ରାର୍ଥୀ ରହିଛନ୍ତି।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭବ୍ୟ ମଙ୍ଗଳଆଳତୀ ନୀତି
Bhubaneswar: ଶ୍ରୀମନ୍ଦିରରେ ପ୍ରତିଦିନ ପରି ଶନିବାର ମହାପ୍ରଭୁଙ୍କ ମଙ୍ଗଳଆଳତୀ ପୁଜାର ଭବ୍ୟ ଅନୁଭୁତି ଭକ୍ତ ଅନୁଭବ କରିଛନ୍ତି । ସକାଳୁ ମଙ୍ଗଳ ଆଳତୀ ଦେଖିବା ପାଇଁ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ପ୍ରତିଦିନ ସକାଳେ ଦେବ ବିଗ୍ରହମାନଙ୍କର ନିଦ୍ରାତ୍ୟାଗ ସୂଚକ ସର୍ବ ପ୍ରଥମେ କରାଯିବା ଆରତି ବା ଦୀପାଦି ପ୍ରଦର୍ଶନଦ୍ୱାରା ପୂଜା । ଦିନ ଦିନ ମୋଟ ୭