ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭବ୍ୟ ମଙ୍ଗଳଆଳତୀ ନୀତି

Srimandir

Bhubaneswar: ଶ୍ରୀମନ୍ଦିରରେ ପ୍ରତିଦିନ ପରି ଶନିବାର ମହାପ୍ରଭୁଙ୍କ ମଙ୍ଗଳଆଳତୀ ପୁଜାର ଭବ୍ୟ ଅନୁଭୁତି ଭକ୍ତ ଅନୁଭବ କରିଛନ୍ତି । ସକାଳୁ ମଙ୍ଗଳ ଆଳତୀ ଦେଖିବା ପାଇଁ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ପ୍ରତିଦିନ ସକାଳେ  ଦେବ ବିଗ୍ରହମାନଙ୍କର ନିଦ୍ରାତ୍ୟାଗ ସୂଚକ ସର୍ବ ପ୍ରଥମେ କରାଯିବା ଆରତି ବା ଦୀପାଦି ପ୍ରଦର୍ଶନଦ୍ୱାରା ପୂଜା ।

ଦିନ ଦିନ ମୋଟ ୭ ଥର ଆଳତି କରାଯାଇଥାଏ ଯଥା: ମଙ୍ଗଳ ଆଳତି, ସକାଳ ଧୂପ ଆଳତି, ମଧ୍ୟାହ୍ନ ଧୂପ ଆଳତି, ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ଆଳତି ବା ଜୟମଙ୍ଗଳ ଆଳତି, ବଡ଼ସିଂହାର ଆଳତି ଓ ପହୁଡ଼ ଆଳତି ।

Leave a Reply

Your email address will not be published. Required fields are marked *