ସେନା ମୁଖ୍ୟଙ୍କ ସହ ବୈଠକ ପରେ ପୁଣି ପିଏମ୍ଙ୍କ ବୈଠକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, NSA ଅଜିତ ଡୋଭାଲଙ୍କ ସହ ତିନି ସେନାର ଅଧ୍ୟକ୍ଷ ଓ CDS ମଧ୍ୟ ଉପସ୍ଥିତ ଅଛନ୍ତି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବୈଠକ
ସାଇବର ଅଟାକ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସିତରମଣଙ୍କ ବୈଠକ