Utkala Mirror I Odisha News, Latest Odia News

ସେନା ମୁଖ୍ୟଙ୍କ ସହ ବୈଠକ ପରେ ପୁଣି ପିଏମ୍‌ଙ୍କ ବୈଠକ

ସେନା ମୁଖ୍ୟଙ୍କ ସହ ବୈଠକ ପରେ ପୁଣି ପିଏମ୍‌ଙ୍କ ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, NSA ଅଜିତ ଡୋଭାଲଙ୍କ ସହ ତିନି ସେନାର ଅଧ୍ୟକ୍ଷ ଓ CDS ମଧ୍ୟ ଉପସ୍ଥିତ ଅଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବୈଠକ

ସାଇବର ଅଟାକ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସିତରମଣଙ୍କ ବୈଠକ

 

Exit mobile version