Image

ଜାମ୍ମୁ-କାଶ୍ମୀରରେ ଏସଆଇଏ ରେଡ

ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା କରାଯାଇଥିବା ବେଳେ ଜାମ୍ମୁ-କାଶ୍ମୀରରେ ଏସଆଇଏ ଚଢାଉ କରିଛି ।  ଆତଙ୍କବାଦ ସମ୍ପର୍କିତ ମାମଲା ସହିତ ଜଡିତ ମାମଲାଗୁଡିକରେ ରାଜ୍ୟ ତଦନ୍ତ ସଂସ୍ଥା (ଏସଆଇଏ) ଚଢାଉ କରିଛି ।  ସୂଚନା ଅନୁସାରେ ସୋପିଆନ,କୁଲଗ୍ରାମ,ପୁଲୱାମା ଓ ଅନନ୍ତନାଗରେ ଚଢାଉ ହୋଇଛି ।  ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରିଥିବା ଲୋକଙ୍କ ବିଷୟରେ ତଦନ୍ତ କରାଯାଉଛି ।  ଏହା ସହିତ ଉପତ୍ୟକାରେ ରହି ଆତଙ୍କବାଦକୁ ସମର୍ଥନ କରୁଥିବା ଲୋକଙ୍କୁ ଚିହ୍ନଟ କରିବା ଲାଗି ମଧ୍ୟ ପ୍ରୟାସ କରାଯାଉଛି ।
ଭାରତ ସରକାର ଉପତ୍ୟକାରୁ ଆତଙ୍କବାଦ ଏବଂ ଆତଙ୍କବାଦୀ ସଂଗଠନଗୁଡ଼ିକୁ ନିପାତ କରିବା ଲାଗି ପ୍ରୟାସ ଚଳାଇଛନ୍ତି ।   ଏହି କ୍ରମରେ, ଏବେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଯାହାଫଳରେ ଭବିଷ୍ୟତରେ ଉପତ୍ୟକା ଭିତରେ ଥିବା ଆତଙ୍କବାଦୀମାନଙ୍କୁ ସ୍ଥାନୀୟ ସ୍ତରରେ କୌଣସି ପ୍ରକାରର ସାହାଯ୍ୟ ମିଳିବ ନାହିଁ ।

Releated Posts

ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଏୟାର ଇଣ୍ଡିଆ ଦେବ ୨୫ ଲକ୍ଷ

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛି ଏୟାର ଇଣ୍ଡିଆ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ବ୍ୟକ୍ତି…

ByByutkalamirror.comJun 14, 2025

ଅହମଦାବାଦ ଦୁର୍ଘଟଣା : ଅମେରିକା ପରିବହନ ବୋର୍ଡ ତଦନ୍ତରେ ସାମିଲ

ଭାରତ ଇତିହାସର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଚାଲି ଯାଇଛି…

ByByutkalamirror.comJun 13, 2025

ବାରବାଟୀରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍

କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ ଆସନ୍ତା ଡିସେମ୍ବର ୯, ୨୦୨୫ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଆୟୋଜନ…

ByByutkalamirror.comJun 10, 2025

ଟ୍ରମ୍ପ-ମସ୍କ ଫାଟ : ଏଲନ୍ ମସ୍କ ଗଠନ କରିବେ ‘ଦି ଆମେରିକା ପାର୍ଟି’ !

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ମଧ୍ୟରେ ଥିବା ରାଜନୈତିକ ସମ୍ପର୍କ ହଠାତ୍ ତିକ୍ତ ହୋଇଛି।…

ByByutkalamirror.comJun 8, 2025