କାଲିଠୁ ବିଧାନସଭା, ଅନାସ୍ଥା ଆଣିବ କଂଗ୍ରେସ, ମହିଳା ସୁରକ୍ଷା ଓ ସାର ପ୍ରସଙ୍ଗରେ ବିଜେଡି ଘେରିବ

 କାଲିଠୁ ଆରମ୍ଭ ହେବାକୁ ଥିବା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍‌ ଘୋଷଣା କରିଛନ୍ତି…

Read More