ବିଜେଡିରୁ ସୁନିତା ବିଶ୍ୱାଳଙ୍କ ଇସ୍ତଫା

 ବିଜେଡିକୁ ବୁଧବାର ଶକ୍ତ ଝଟ୍କା ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ୱାଳ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି।…

Read More