ଓଡିଆ ଅସ୍ମିତା କାହାରି ଠିକାଦାରୀ ନୁହେଁ
ଭୁବନେଶ୍ବର: ବିଧାନସଭାରେ ବ୍ୟୟମଞ୍ଜୁରୀ ଆଲୋଚନାରେ ବିରୋଧୀ ସଦସ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଆ ଅସ୍ମିତା କାହାର ଠିକାଦାରୀ ନୁହେଁ। ଯଦି ଓଡ଼ିଆ ଅସ୍ମିତା କଥା କହୁଛନ୍ତି, ତାହେଲେ ମହାନଦୀ, ପୋଲାଭରମ, ବଂଶଧାରା, ସୁବର୍ଣ୍ଣରେଖା ଓ କୋଟିଆ ସମସ୍ୟାର ସମାଧାନ କରନ୍ତୁ । ୨୪ ବର୍ଷର କଥା କହି ବିଜେପି ସଦସ୍ୟ ଗାଈର ଆତ୍ମ କାହାଣୀ ନା ଲେଖି, ଆଗକୁ
୫-ଟି ନାଁରେ ସ୍କୁଲ ରୂପାନ୍ତରଣ ନାଟକ
ଭୁବନେଶ୍ବର, ତା ୧୦୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ୟୟ ମଞ୍ଜୁରୀ ବିଲ ଆଲୋଚନାରେ ଉତ୍ତର ରଖି ପୂର୍ବ ବିଜେଡି ସରକାରକୁ ବିଭିନ୍ନ ପ୍ରସଙ୍ଗରେ କଡା ସମାଲୋଚନା କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ୫-ଟି ଯୋଜନାକୁ ନେଇ କଟାକ୍ଷ କରିଛନ୍ତି । ଗତ ପ୍ରାୟ ତିନି ବର୍ଷରେ ୫-ଟି ନାଁରେ ଯେଉଁ ସ୍କୁଲ ରୂପାନ୍ତରଣ ନାଟକ ଚାଲିଲା ଆଉ
୨ ଲକ୍ଷ ୬୫ ହଜାର କୋଟିର ବ୍ୟୟ ମଞ୍ଜୁରୀ ବିଲ ଗୃହୀତ
ଭୁବନେଶ୍ବର, ତା ୧୦୯: ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ଗୃହୀତ ହୋଇଛି । ମଙ୍ଗଳବାର ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ୟୟ ମଞ୍ଜୁରୀ ବିଲ ଅନୁମୋଦନ ଲାଗି ଉପସ୍ଥାପନ କରିଥିଲେ । ବିଲ ଉପରେ ଗୃହରେ ଉଭୟ ବିରୋଧୀ ଓ ଶାସକ ସଦସ୍ୟଙ୍କର ଆଲୋଚନା
କେଉଁ ବିଭାଗ କେଉଁ ମନ୍ତ୍ରୀଙ୍କୁ ମିଳିଲା I ମୁଖ୍ୟମନ୍ତ୍ରୀଙ୍କ ପାଖରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ
ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରଥମ ବିଜେପି ସରକାର ଗଠନ ହେବାର ୩ ଦିନ ପରେ ଆଜି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ପାଖରେ ଗୃହ, ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି ।