ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣ ଛାତ୍ରଙ୍କ ପ୍ରାଦୁର୍ଭାବ, କୁଳପତିଙ୍କ ନିକଟରେ ଅଭିଯୋଗ

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣ ଛାତ୍ରଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଶୈଖିକ ବାତାବରଣ ପାଇଁ ବାଧା ସୃଷ୍ଟି ହେଉଛି।…

Read More