ପୁରୀ ହେବ ମହାନଗର ନିଗମ, ପୁରୀ ସଦର ଏବଂ ବ୍ରହ୍ମଗିରି ବ୍ଲକର ୮ ପଞ୍ଚାୟତ ସାମିଲ ହେବ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା। ପୁରୀ ପୌରପାଳିକା ବା ପୁରୀ ସହର ହେବ ମହାନଗର ନିଗମ। ବାହୁଡ଼ା ଯାତ୍ରାର ଦିନକ ପୂର୍ବରୁ ଭୁବନେଶ୍ୱରର ଲୋକସେବା…

Read More