ଦକ୍ଷ ଇଞ୍ଜିନିୟର ଥାଇ ପ୍ରକଳ୍ପ ସର୍ଭେ ଆଉଟସୋର୍ସିଂ ସଂସ୍ଥା କରୁଛନ୍ତି : ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ତଲବ
ରାଜ୍ୟ ସରକାରଙ୍କ ନିଜସ୍ୱ ଇଞ୍ଜିନିୟରିଂ ବିଭାଗଗୁଡ଼ିକରେ ଦକ୍ଷ ଇଞ୍ଜିନିୟରମାନେ କାର୍ଯ୍ୟରତ ଥାଇ ମଧ୍ୟ କାହିଁକି ବିଭିନ୍ନ ସରକାରୀ ପ୍ରକଳ୍ପଗୁଡ଼ିକର ସର୍ଭେଠୁ ଆରମ୍ଭ କରି ଡିପିଆର ପ୍ରସ୍ତୁତି ଭଳି…
