ସେପ୍ଟେମ୍ବରରୁ ଓଡ଼ିଶାରେ ଭୋଟର ତାଲିକା ସ୍ପେଶାଲ୍ ରିଭିଜନ୍

ଆସନ୍ତା ମାସ ଅର୍ଥାତ ସେପ୍ଟେମ୍ବର ମାସରୁ ଓଡ଼ିଶାରେ ସ୍ପେଶାଲ୍‌ ଇଣ୍ଟେନସିଭ୍‌ ରିଭିଜନ୍‌(ଏସଆଇଆର) ଆରମ୍ଭ ହେବ । ୨୪ ବର୍ଷ ପରେ ଓଡ଼ିଶାରେ ଏସଆଇଆର ଆରମ୍ଭ ହେବ ।…

Read More