୬ ସରକାରୀ ମେଡିକାଲ୍ କଲେଜରେ ୬୨ ପିଜି ସିଟ ଅନୁମୋଦିତ:ମୁଖ୍ୟମନ୍ତ୍ରୀ

ଓଡ଼ିଶାର ୬ଟି ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ୬୨ଟି ସ୍ନାତକୋତ୍ତର (ପିଜି) ସିଟ୍ ଅନୁମୋଦନ ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର…

Read More