ଜାଣନ୍ତୁ ଆଜିର ରାଶିଫଳ । ୫ ରାଶି ପାଇଁ ଶୁଭଫଳ

ଆଜି ବୃଷ, କନ୍ୟା, ବିଛା, କୁମ୍ଭ, ମକର ରାଶି ପାଇଁ ଶୁଭଫଳ ଆଶା କରାଯାଇପାରେ ବୋଲି ଜଣାପଡିଛି।
ସୋମବାର(୧୨.୦୫.୨୫)
ମେଷ-ଧନକ୍ଷୟ
ବୃଷ-ସୁଖପ୍ରାପ୍ତି
ମିଥୁନ-ଅହଂକାର
କର୍କଟ-ପରାମର୍ଶ
ସିଂହ-ଧର୍ଯ୍ୟହାନି
କନ୍ୟା-ପ୍ରସଂଶାଲାଭ
ତୁଳା-ପରାଧୀନ
ବିଛା-ସୁଖଲାଭ
ଧନୁ-ପଥରୋଧ
ମକର-ଦ୍ରବ୍ୟଲାଭ
କୁମ୍ଭ-ସମ୍ମାନପ୍ରାପ୍ତି
ମୀନ-ସେବାପୂଜା
ଆଜି ଦିନରେ ଆମିଷ ଏବଂ ପାଣିକଖାରୁ ଖାଇବା ନିଷେଧ
ଧଳାଫୁଲ ସହ ଗଙ୍ଗାଜଳ ମହାଦେବଙ୍କୁ ଅଭିଷେକ କରନ୍ତୁ