କରୋନା ଟିକା କୋଭିଶିଲ୍ଡର ପାର୍ଶ୍ୱପ୍ରତିକ୍ରିୟା ଆଉ ଏକ ସ୍ୱରୂପ
କରୋନା ଟିକା କୋଭିଶିଲ୍ଡର ପାର୍ଶ୍ୱପ୍ରତିକ୍ରିୟା ସ୍ୱରୂପ ଆଉ ଏକ ବିରଳ ବ୍ୟାଧି ଚିହ୍ନଟ କରିଛନ୍ତି ବୈଜ୍ଞାନିକ। ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା ଏହି ଟିକାରେ ଆଉ ଏକ ବିରଳ ରକ୍ତ ବ୍ୟାଧି ଥିବା ଅନୁସନ୍ଧାନରୁ ଜଣାପଡିଛି। କମ୍ପାନୀ ବଜାରରୁ ଟିକା ପ୍ରତ୍ୟାହାର କରିନେବାର ସପ୍ତାହ ପରେ ଏପରି ରିପୋର୍ଟ କରିଛନ୍ତି ଅଷ୍ଟ୍ରେଲିଆର ଅନୁସନ୍ଧାନକାରୀ। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, କୋଭିଶିଲ୍ଡ ବ୍ରାଣ୍ଡ