ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଅନ୍ତର୍ଗତ ଘର ନିର୍ମାଣ କାର୍ଯ୍ୟକୁ ସହଜ କରିବାକୁ ରାଜ୍ୟ ସରକାର ଏବେ ମାଗଣା ବାଲି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ରାଜ୍ୟର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ଘୋଷଣା କରାଯାଇଛି। ଏହି ଯୋଜନା ଅନ୍ତର୍ଗତ, ଘର ନିର୍ମାଣ ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କୁ ୨ ଟ୍ରାକ୍ଟର୍ ବୋଲି ମିଳିବ। ଏହା ଦ୍ୱାରା ଘର ନିର୍ମାଣର ଖର୍ଚ୍ଚ କମିବ ଓ ହିତାଧିକାରୀମାନେ ଅଧିକ ସୁବିଧା ପାଇବେ।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ନିମ୍ନ ଆୟ ବର୍ଗର ଲୋକମାନଙ୍କୁ ଘର ନିର୍ମାଣରେ ସହାୟକ ହେବ।
ଏହି ଘୋଷଣା ପରେ, ହିତାଧିକାରୀମାନେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି ।