ବାଲେଶ୍ବର-ଭଦ୍ରକରେ ଅତିପ୍ରବଳ ବର୍ଷା
ଦାନା ଦୁର୍ବଳ ହୋଇ ସୁଦୃଶ ଲଘୁଚାପ ରୂପ ନେଲା, ସପ୍ତାହକ ଉତ୍ତର ଓ ଦକ୍ଷିଣ ଉପକୂଳରେ ହାଲୁକା ବର୍ଷିବ ଭୁବନେଶ୍ବର, ତା ୨୬/୧୦ () ଭୀଷଣ ବାତ୍ୟା ‘ଦାନା’ ଦୁର୍ବଳ ହୋଇ ଶନିବାର ସୁଦୃଶ ଲଘୁଚାପରେ ପରିଣତ ହୋଇଛି । ଶନିବାର ରାତି ସୁଦ୍ଧା ଏହା ଲଘୁଚାପ ରୂପ ନେବ। ଏହା ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଉପରେ
ଓଡିଆ ଅସ୍ମିତା କାହାରି ଠିକାଦାରୀ ନୁହେଁ
ଭୁବନେଶ୍ବର: ବିଧାନସଭାରେ ବ୍ୟୟମଞ୍ଜୁରୀ ଆଲୋଚନାରେ ବିରୋଧୀ ସଦସ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଆ ଅସ୍ମିତା କାହାର ଠିକାଦାରୀ ନୁହେଁ। ଯଦି ଓଡ଼ିଆ ଅସ୍ମିତା କଥା କହୁଛନ୍ତି, ତାହେଲେ ମହାନଦୀ, ପୋଲାଭରମ, ବଂଶଧାରା, ସୁବର୍ଣ୍ଣରେଖା ଓ କୋଟିଆ ସମସ୍ୟାର ସମାଧାନ କରନ୍ତୁ । ୨୪ ବର୍ଷର କଥା କହି ବିଜେପି ସଦସ୍ୟ ଗାଈର ଆତ୍ମ କାହାଣୀ ନା ଲେଖି, ଆଗକୁ
୫-ଟି ନାଁରେ ସ୍କୁଲ ରୂପାନ୍ତରଣ ନାଟକ
ଭୁବନେଶ୍ବର, ତା ୧୦୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ୟୟ ମଞ୍ଜୁରୀ ବିଲ ଆଲୋଚନାରେ ଉତ୍ତର ରଖି ପୂର୍ବ ବିଜେଡି ସରକାରକୁ ବିଭିନ୍ନ ପ୍ରସଙ୍ଗରେ କଡା ସମାଲୋଚନା କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ୫-ଟି ଯୋଜନାକୁ ନେଇ କଟାକ୍ଷ କରିଛନ୍ତି । ଗତ ପ୍ରାୟ ତିନି ବର୍ଷରେ ୫-ଟି ନାଁରେ ଯେଉଁ ସ୍କୁଲ ରୂପାନ୍ତରଣ ନାଟକ ଚାଲିଲା ଆଉ
୨ ଲକ୍ଷ ୬୫ ହଜାର କୋଟିର ବ୍ୟୟ ମଞ୍ଜୁରୀ ବିଲ ଗୃହୀତ
ଭୁବନେଶ୍ବର, ତା ୧୦୯: ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ଗୃହୀତ ହୋଇଛି । ମଙ୍ଗଳବାର ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ୟୟ ମଞ୍ଜୁରୀ ବିଲ ଅନୁମୋଦନ ଲାଗି ଉପସ୍ଥାପନ କରିଥିଲେ । ବିଲ ଉପରେ ଗୃହରେ ଉଭୟ ବିରୋଧୀ ଓ ଶାସକ ସଦସ୍ୟଙ୍କର ଆଲୋଚନା
କେଉଁ ବିଭାଗ କେଉଁ ମନ୍ତ୍ରୀଙ୍କୁ ମିଳିଲା I ମୁଖ୍ୟମନ୍ତ୍ରୀଙ୍କ ପାଖରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ
ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରଥମ ବିଜେପି ସରକାର ଗଠନ ହେବାର ୩ ଦିନ ପରେ ଆଜି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ପାଖରେ ଗୃହ, ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି ।
କରୋନା ଟିକା କୋଭିଶିଲ୍ଡର ପାର୍ଶ୍ୱପ୍ରତିକ୍ରିୟା ଆଉ ଏକ ସ୍ୱରୂପ
କରୋନା ଟିକା କୋଭିଶିଲ୍ଡର ପାର୍ଶ୍ୱପ୍ରତିକ୍ରିୟା ସ୍ୱରୂପ ଆଉ ଏକ ବିରଳ ବ୍ୟାଧି ଚିହ୍ନଟ କରିଛନ୍ତି ବୈଜ୍ଞାନିକ। ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା ଏହି ଟିକାରେ ଆଉ ଏକ ବିରଳ ରକ୍ତ ବ୍ୟାଧି ଥିବା ଅନୁସନ୍ଧାନରୁ ଜଣାପଡିଛି। କମ୍ପାନୀ ବଜାରରୁ ଟିକା ପ୍ରତ୍ୟାହାର କରିନେବାର ସପ୍ତାହ ପରେ ଏପରି ରିପୋର୍ଟ କରିଛନ୍ତି ଅଷ୍ଟ୍ରେଲିଆର ଅନୁସନ୍ଧାନକାରୀ। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, କୋଭିଶିଲ୍ଡ ବ୍ରାଣ୍ଡ
ରାଜ୍ୟର ବିଭିନ୍ନ ସ୍ଥାନରୁ ୧୭ କୋଟି ୧୮ ଲକ୍ଷ ଟଙ୍କା ଜବତ
ଆସନ୍ତା ସୋମବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହେବ । ୫ଟି ସଂସଦୀୟ କ୍ଷେତ୍ର ସହ ୩୫ ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ । ଏଯାବତ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୭ କୋଟି ୧୮ ଲକ୍ଷ ଟଙ୍କା ଜବତ ହୋଇ ସାରିଲାଣି। ସେହିପରି ୭୩ କୋଟି ଟଙ୍କାର ଗଞ୍ଜେଇ, ବ୍ରାଉନସୁଗର ଆଦି ଡ୍ରଗସ୍ ଜବତ ହୋଇଥିବା ବେଳେ ୧୪ କୋଟି
ନିର୍ବାଚନି ହିଂସା ରୋକିବାକୁ ଡିଜିପିଙ୍କ ବୈଠକ, ୩୦ ଦିନ ଭିତରେ ଆସିବ ଖଲିକୋଟ ହିଂସାରେ ଗିରଫ ଅଭିଯୁକ୍ତଙ୍କ ଚାର୍ଜସିଟ୍
ଖଲ୍ଲିକୋଟରେ ନିର୍ବାଚନୀ ହିଂସା ପରେ ପୋଲିସ ତପ୍ତରତା ପ୍ରକାଶ କରିଛି । ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଭିଡିଓ କନଫେରେନସ ଜରିଆରେ ପୋଲିସ ଡିଜିପି ଅରୁଣା କୁମାର ଷଡଙ୍ଗୀ ଜିଲ୍ଲା ଏସିପିଙ୍କ ସହ ଆଲୋଚନା କରିଛନ୍ତି । ସମସ୍ତ ଜିଲ୍ଲା ଏସପିଙ୍କ ସହ ଆଇନଶୃଙ୍ଖଳା ନେଇ ଡିଜିପି ଆଲୋଚନା